ବ୍ୟବହୃତ ପିପିଇ କିଟ୍ ପଡିଛି ରାସ୍ତା ଉପରେ, କୋଭିଡ୍‌-୧୯ ନିୟମକୁ ବେଖାତିର 

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମହେନ୍ଦ୍ରତନୟା ନଦୀ ତଟରେ ବ୍ୟବହୃତ ପିପିଇ କିଟ୍ ପଡିଥିବାର ଦେଖିବାକୁ ମିଳୁଛି ।

Read more

Advertisement

ଏବେ ଏବେ