ଭାରତକୁ ଜବାବ ଦେବାକୁ ଚାହୁଁଥିଲା ପାକିସ୍ତାନ : ହେଲେ ଅଧାବାଟରେ ବାଟହୁଡିଲା ମିସାଇଲ୍

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ମାର୍ଚ୍ଚ ୯ ତାରିଖରେ ଟେଷ୍ଟିଙ୍ଗ କରିବା ସମୟରେ ଭୁଲବସତଃ ପାକିସ୍ତାନ ସୀମାରେ ଭାରତୀୟ ମିସାଇଲ ପଡିବା ଘଟଣାର ଜବାବ ଦେବାକୁ ଚେଷ୍ଟା କରୁଥିଲା ପାକିସ୍ତାନ

Read more

Advertisement

ଏବେ ଏବେ