ଭୋକର ଭୂଗୋଳ ନୁହେଁ ଭାତର ହାଣ୍ଡି କଳାହାଣ୍ଡି ମେଗାଲିଫ୍ଟ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): କଳାହାଣ୍ଡି ପାଇଁ ନୂତନ ଏକ ଫର୍ଦ୍ଦ ଖୋଲିଲେ ମୁଖ୍ୟମନ୍ତ୍ରୀବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ କୁ ମୁଖ୍ୟମନ୍ତ୍ରୀ, କଳାହାଣ୍ଡି ଜିଲ୍ଲାର ଜୟପାଟଣା , କୋକସରା
Read more


