ଭୋଟ ବର୍ଜନକୁ ବିତିଗଲା ପାଞ୍ଚବର୍ଷ : ତଥାପି ଶୁଣିଲାନି ପ୍ରଶାସନ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ କେବାଲିପାଳ ପଞ୍ଚାୟତର ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ ଦାବିରେ ଗ୍ରାମର ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଥିବା ଜଣାଯାଇଛି ।

Read more

Advertisement

ଏବେ ଏବେ