ମନୋରମା ଦେବୀଙ୍କ ଷଷ୍ଠ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର,(ଅନସୂୟା ରାଉତ): ଜିଲ୍ଲାର ଏରସମା ବ୍ଲକର ଭିତର ଅନ୍ଧାରି ଗ୍ରାମର ସ୍ୱର୍ଗତା ମନୋରମା ଷଷ୍ଠ ବାର୍ଷିକ ଶ୍ରାଦ୍ଧ ଦିବସ ମନୋରମା ପାଠାଗାର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ