ରାଇରଙ୍ଗପୁର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବାମନଘାଟୀ ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ବିଶ୍ଵଶାନ୍ତି ଵିଷ୍ନୁ ମହାଯଜ୍ଞ ଅନୁଷ୍ଠିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଯଜ୍ଞ ରୁ ପୃଥିବୀର ବୃକ୍ଷଲତା,ଜଳ,ବାୟୁ,ଜୀବନ ସବୁକିଛି ସୃଷ୍ଟି । ତେଣୁ ପୌରାଣିକ ଅମଳରୁ ହିନ୍ଦୁ ସଂସ୍କୃତିରେ ଦେବାଦେବୀ ,ମୁନି,ଋଷି,ରାଜା ସମସ୍ତେ ସୃଷ୍ଟିର ସୁନ୍ଦର ସୃଜନା
Read more


