ରାଜଗାଙ୍ଗପୁରକୁ ହିଞ୍ଜିଳିକାଟୁ ଏମସିସି ଓ ଏମଆରଏଫର ବର୍ଜ୍ୟବସ୍ତୁ ପଲିଥିନ ରପ୍ତାନି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ସାହି ବସ୍ତିରୁ ଆବର୍ଜନା ସଂଗ୍ରହ ଗାଡ଼ି ସହାୟତାରେ ସଂଗୃହୀତ ଆବର୍ଜନାକୁ ବର୍ଜ୍ୟବସ୍ତୁ ପରିଚାଳନା ଓ ପୃଥୀକିକରଣ କେନ୍ଦ୍ରରେ ପୁନଃଚକ୍ରି କରାଯାଇ
Read more


