ରାୟଗଡ଼ାରେ ୩.୨ ତୀବ୍ରତାର ଭୂମିକମ୍ପ

ରାୟଗଡ଼ା, (‌ୱାଇଏନ୍ଏସ୍‌) : ରାୟଗଡ଼ାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୋର୍ ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି

Read more

Advertisement

ଏବେ ଏବେ