ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା ଘର

ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଦୀର୍ଘ ଦୁଇଦିନ ଧରି ଲଘୁ ଚାପ ଜନିତ ପ୍ରଭାବରେ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେବାରେ ଲାଗିଛି |

Read more

Advertisement

ଏବେ ଏବେ