ଶତାଧିକ ଲୋକଙ୍କୁ କମ୍ବଳ ବଂଟନ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ସୁନ୍ଦରପଦାରେ ଶତାଧିକ ନିରାଶୟ ଲୋକଙ୍କୁ କମ୍ବଳ ବଂଟନ କରାଯାଇଥିଲା । ସେବା ପ୍ରତିନିଧି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଳମଣି ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ

Read more

Advertisement

ଏବେ ଏବେ