ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଷ୍ଟାଡିଯମ ପରିସର ରେ ଛତ୍ରପୁର ସଂକୁଳର(ଗୋପାଳପୁର, ରମ୍ଭା,ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ ଭଂଜବିହାର) ସଂକୁଳ ସ୍ତରୀୟ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଅଛି ।

Read more

Advertisement

ଏବେ ଏବେ