ସଂଘରୋଧ କେନ୍ଦ୍ରରୁ କାନ୍ଥ ଡେଇଁ ଫେରାର ୪ଜଣ ଧରାପଡିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ଠାରେ ଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ରରୁ ଗୋଟିଏ ପରିବାରର ୪ସଦସ୍ୟ କାନ୍ଥ ଡେଇଁ ଫେରାର ହୋଇଥିଲେ

Read more

Advertisement

ଏବେ ଏବେ