ସାମୁଦ୍ରିକ ବାତ୍ୟା “ବୁଲୁବୁଲ’ ପ୍ରଭାବରେ ପାରାଦୀପରେ ବର୍ଷା ଆରମ୍ଭ !

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା “ବୁଲୁବୁଲ’ ପ୍ରଭାବରେ ରାଜ୍ୟରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବାର ସୂଚନା ମିଳିଛି । ତେବେ ଇତିମଧ୍ୟରେ ପାରାଦୀପରେ ବର୍ଷା ଆରମ୍ଭ ହୋଇଗଲାଣି

Read more

Advertisement

ଏବେ ଏବେ