ସାରେକୁଳରେ ବ୍ଳକସ୍ତରୀୟ ରଜ ମହୋତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମା’ଶ୍ୟାମାକାଳି ପୂଜା କମିଟି ଆନୁକୂଲ୍ୟରେ ଶନିବାର ସାରେଇକୂଳସ୍ଥିତ ମା’କାଳିମନ୍ଦିର ନିକଟରେ ବ୍ଳକସ୍ତରୀୟ ରଜ ମହୋତ୍ସବ ପାଳନ କରାଯାଇଛି

Read more

Advertisement

ଏବେ ଏବେ