ସ୍ଥାଇ ଘରଡିହ ଜମିପଟା ଦାବିରେ ବସ୍ତିବାସିନ୍ଦାଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
କେନ୍ଦ୍ରାପଡା ( ଯୁଗାବ୍ଦ ନ୍ୟୁଜ୍)- ସ୍ଥାଇ ଘରଡିହ ଜମିପଟ୍ଟା ଦାବିକରି ବସ୍ତିବାସିନ୍ଦାମାନେ ମଙ୍ଗଳବାର ପୁର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିବାର ଦେଖାଯାଇଥିଲା । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ
Read more


