ସ୍ୱାସ୍ଥ୍ୟସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :‘ସ୍ୱାସ୍ଥ୍ୟସେବା ଚାରିଟେବୁଲ ଟ୍ରଷ୍ଟ୍‌’ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଅବସରରେ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଜଳଛତ୍ର ଉଦ୍‌ଘାଟିତ ହୋଇଛି ।

Read more

Advertisement

ଏବେ ଏବେ