ହକି ପୁରୁଷ ବିଶ୍ୱ କପ୍ -୨୦୨୩ ର ପ୍ରଚାର ପ୍ରସାର ନିମନ୍ତେ ଜିଲ୍ଲାପ୍ରସାସନ ପକ୍ଷରୁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା
ଛତ୍ରପୁର, (ଦେବଦତ୍ତ ମହାରଣା):ହକି ପୁରୁଷ ବିଶ୍ୱ କପ୍ -୨୦୨୩ କୁ ପ୍ରଚାର ପ୍ରସାର ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରାଯାଉଛି
Read more


