ହତ୍ୟା ମାମଲାରେ ସଂପୃକ୍ତ ଥିବା ୩ଅଭିଯୁକ୍ତଙ୍କୁ ସୋସୋ ଅଞ୍ଚଳରୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ସୋସୋ ଥାନା ଅଞ୍ଚଳରେ ଲୁଚିଥିବା ତିନିଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୁଲିସ ଗିରଫ କରିବାରେ ସଫଳ ହୋଇଛି ।

Read more

Advertisement

ଏବେ ଏବେ