ହିଞ୍ଜିଳିକାଟୁରେ ଆରମ୍ଭ ହେବ କୋଭିଡ଼-୧୯ ହସପିଟାଲ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ମୃତ୍ୟୁହାର ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Read more

Advertisement

ଏବେ ଏବେ