ପିଏମ୍ ପୋଷଣ ପୋର୍ଟାଲରେ ମଧ୍ୟାହ୍ନଭୋଜନ ତଥ୍ୟ ପ୍ରଦାନରେ ବିଳମ୍ବ: ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ୧୨ ସ୍କୁଲର ଦରମା ବନ୍ଦ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ୭୭ଟି ବିଦ୍ୟାଳୟ ରହିଥିବା ବେଳେ ୪୫୮୦ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଛନ୍ତି। ସେପ୍ଟେମ୍ବର ୧୯ ତାରିଖ ୧ଟା
Read more


