୯ମ ଦିନରେ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଧୁମଧାମରେ ଚାଲିଛି । ଏହି ଯାତ୍ରା ଜୁନ ୫ ପର୍ଯ୍ୟନ୍ତ ମଧ୍ୟ ଚାଲିବ  l

Read more

Advertisement

ଏବେ ଏବେ