ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ପଦ୍ମ ମୁଣ୍ଡା

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ) ନିକଟରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହୋଇଥିବା ସମାଜସେବୀ ତଥା ଆଦିବାସୀ ନେତା ପଦ୍ମ ଚରଣ ମୁଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରରେ ସାକ୍ଷାତ କରିଛନ୍ତି।

Read more

Advertisement

ଏବେ ଏବେ