ପଥର ଲିଜ ବାତିଲ ଦାବୀ କଲେ ସୋଡକ ଗ୍ରାମବାସୀ

ଛତ୍ରପୁର,(ଓ୍ବାଇଏନଏସ):  ପୋଲସରା ବ୍ଲକ ସୋଡକ ଗ୍ରାମ ନିକଟରେ ଥିବା ବନମାଳିପଲ୍ଲୀ ମୈାଜା ଫୁଲଡିମିରି ପାହାଡର ପଥରଖାଦାନ ବନ୍ଦ ଦାବୀନେଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

Read more

Advertisement

ଏବେ ଏବେ