ଗୁରୁବାର ଯୋଗୁଁ ଉତ୍ସବ ମୁଖର ପୁରପଲ୍ଲୀ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ): ମାଣବସା  ଗୁରୁବାର । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ  ଲୋକେ ପାଳନ କରିଥାନ୍ତି ।

Read more

Advertisement

ଏବେ ଏବେ