ଗଣେଶ ମନ୍ଦିରରେ ରହିଛି ବିଶ୍ୱାସ ଓ ଭକ୍ତିର ଜୀବନ୍ତ ପ୍ରତିମା :ଆଜି ବି ଲୋକକଳା ଉଜ୍ଜୀବିତ

କାକଟପୁର /ଅସ୍ତରଙ୍ଗ :-(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ରେ ଥିବା ଗଣେଶ ମନ୍ଦିର। ବହୁ ପୁରାତନ କାଳରୁ ରହିଛି ବିଗ୍ନରାଜ ଙ୍କ ପ୍ରତିମା।

Read more

Advertisement

ଏବେ ଏବେ