ୟୁନିସେଫ ଓ ଓଡିଶା ପୋଲିସଙ୍କ କିଶୋରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ସମ୍ମିଳନୀ କକ୍ଷରେ ୟୁନିସେଫ ଓ ଓଡିଶା ପୋଲିସଙ୍କ ମିଳିତ ସହାୟତାରେ କିଶୋରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Read more

Advertisement

ଏବେ ଏବେ