ଉପକୂଳ ସମୁଦ୍ରପଥରେ ଜୋରଦାର ଚେକିଂ : ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ପ୍ରୟାସ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ବାଂଲାଦେଶୀ ଅନୁପ୍ରବେଶ ରୋକିବାକୁ କଡାକଡ଼ି ଚେକିଂ। ଉପକୂଳବର୍ତ୍ତୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ତ ନୂଆଗଡ ସାମୁଦ୍ରିକ ଥାନାରେ ଜୋରଦାର ଚେକିଂ। ସଜାଗ
Read more


