ନୂତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

 ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ନୂତନଭାବେ ଯୋଗଦେଇଥିବା ବିଇଓ ସୁଚିତ୍ରା ପାଣିଗ୍ରାହୀ  ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦା କରିଥିଲେ l ଏଥିରେ ଏକ୍ସକ୍ୟାଡତ ସଂଘର ଜିଲ୍ଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା,ବରିଷ୍ଠ ଶିକ୍ଷକ ପଞ୍ଚାନନ ରଥ, କୈଳାଶ ଚନ୍ଦ୍ର ବେହେରା, ରବିନାରାୟଣ ବେହେରା, ଏ ୟୁ ପି ଟି ଏଫ  ସଭାପତି ରାଜେନ୍ଦ୍ର କୁମାର ବେହେରା, ସମ୍ପାଦକ ଲଷ୍ମୀଚରଣ ବେହେରା, ଏନ ପି ଏସ  ସଂଘର ସଭାପତି କୃଷ୍ଣ ଚନ୍ଦ୍ର ଦାସ ସମ୍ପାଦକ ମନୋଜ କୁମାର ତ୍ରିପାଠୀ, ଏକ୍ସ କ୍ୟାଡର ସଂଘର ସଭାପତି ସୁରେଶ କୁମାର ମହାନ୍ତି  ପିତାମ୍ବର ବେହେରା,ଶିବଶଙ୍କର ଗୌଡ଼, ବିଭୁଦତ୍ତ ଶତପଥୀ, ପ୍ରଭଞ୍ଜନ ଶତପଥୀ. ନିରଞ୍ଜନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ପି ଭେଙ୍କେଟେଶ୍ୱର, କୃଷ୍ଣଚନ୍ଦ୍ର ବେହେରା,ବି ଆର ଟି ଅଶ୍ୱିନୀ ପାଇକରାୟ ଓ ଅନ୍ୟମାନେ ସୌଜନ୍ୟମୂଳକ ସାକ୍ଷାତ କରିବାସହ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିଥିଲେ l ସମସ୍ତ ବିଷୟରେ ବିଇଓ ଆଲୋଚନା କରିବାସହ ଅତିଶୀଘ୍ର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ମତପ୍ରକାଶ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ