ଯୁବକଙ୍କ ଆତ୍ମହତ୍ୟା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡ଼ା ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲା ତନରଡ଼ା ମାଲ ସାହିର ସନ୍ତୋଷ ସ୍ୱାଇଁଙ୍କ ପୁଅ ଦିବାକର ସ୍ୱାଇଁ (୨୮)। ଏନେଇ ମୃତ ଦିବାକରଙ୍କ ଭାଇ ରତ୍ନାକର ସ୍ୱାଇଁଙ୍କ ରିପୋର୍ଟ ପ୍ରକାରେ ବେଲଗୁଣ୍ଠା ଥାନାରେ ୧୭/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ