କରଞ୍ଜିଆ ସିନେମାହଲ ଛକ ନିକଟରେ ରେ ବଜାର ସାମ ପ୍ଲାଜ଼ା ଉଦଘାଟିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସହର ର ସିନେମା ହଲ ଛକ ନିକଟରେ ବଡଦାଣ୍ଡ ରୋଡ଼ ଠାରେ ବଜାର ସାମ ପ୍ଲାଜ଼ା ଉଦଘାଟିତ ହୋଇଯାଇଛି ଶୁକୃବାର ଦିବା୧୦ ଘଟିକା ସମୟରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମେହେରସୀମା, ଆର୍ୟନ, ମନୀଷା ପ୍ରିୟଦର୍ଶିନୀ ମିଳିତଭାବେ ଫିତା କାଟି ଉଦଘାଟନ କରିଥିଲେ
ଉଦଘାଟନ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବଜାର ସାମ ପ୍ଲାଜ଼ା ର ସ୍ୱତାଧିକାରୀ ମଜିବୁ୍ର ରେହେମନ, ଅବସରପ୍ରାପ୍ତ ରେଞ୍ଜର ରଣଜିତ ଜେନା,ଏସ.କେ. ଅରବାଜ ଅଲ୍ଲୀ,ସେବତୀ ରାଣୀ ଜେନା ପ୍ରମୁଖ ଙ୍କ ସହିତ ଅନ୍ୟ ମାନେ ଯୋଗ ଦେଇଥିଲେ ଏଠାରେ ସମସ୍ତ ବର୍ଗ ର ଲୋକଙ୍କୁ ସୁହାଇଲା ଭଳି ଖେଳନା ଠାରୁ ନେଇ ଛୁଆ, ଯୁବକଙ୍କ ନିମନ୍ତେ ଡ୍ରେସ, ଶାଢ଼ୀ ଇତ୍ୟାଦି ସୁଲଭ ମୂଲ୍ୟରେ ଉପଲବ୍ଧ ପ୍ରତ୍ୟେକ ସାମଗ୍ରୀ ଉପରେ ୨୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ରହିଥିବା ବଜାର ସାମ ପ୍ଲାଜ଼ା ର ସ୍ୱତାଧିକାରୀ ମଜିବୁ୍ର ରେହେମନ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ