ଜମି ବିବାଦକୁ ନେଇ ଦୁଇ ଗ୍ରାମବାସୀ ମୁହାଁମୁହିିଁ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତରଗତ ଝିଲିକିଗାଁ ମୌଜାରେ ଜମି ବିବାଦ ପ୍ରୁବପୁରୁଷ ଅମଳରୁ ଝିଲିକି ମୌଜାରେ ଥିବା ୧୩୦୦ ଏକର ଜଙ୍ଗଲଜମି ଚାଷ କରୁଥିଲେ ଝିଲିକି ଗାଁ ଲୁକେ କିଛି ବର୍ଷହେଲା ଉକ୍ତ ମାଉଜକୁ ଲାଗି ରହିଥିବା ଗୁଡ଼ରିପଦା ଗାଁର ୮୮ ଘର ଏହାକୁ କବଜା କରି ଚାଷ କରୁଥିଲେ ଏମାନେ ବୁଡ଼ି ଅଞ୍ଚଳରେ ରହୁଥିବା ଯୋଗୁଁ ଏମାନଙ୍କୁ ପ୍ରଶାସନ ୬୦ ସେଣ୍ଟର ଜମି ପ୍ରତ୍ୟେକ ପରିବାରକୁ ଯୋଗାଇଥିଲେ, ଏଥିରେ ପରିବାର ନ ଚଳିବା ଯୋଗୁଁ ସେମାନେ ଉକ୍ତ ଜାଗାକୁ ଚାଷ କରୁଥିଲେ ଅନ୍ୟପଟେ ଝିଲିକି ଗାଁରେ ସମସ୍ତ ଦାଦନ ମାନେ ଫେରିବା ପରେ ନିଜ ମୌଜା ଜମିକୁ ଚାଷ କରୁଥିଲେ ଏହାକୁ ନେଇ ଦୁଇ ଗାଁ ମାଧରେ ଝଗଡ଼ା ହେଇଥିଲା ଏସପି ସାରା ଶର୍ମାଙ୍କ ନିର୍ଦେଶରେ ଅଡବା ଥାନା ପୋଲିସ୍ ଏସାଇ ପ୍ରଭାକର ଘାଣ୍ଟା ଓ କର୍ମଚାରି ପଞ୍ଚୀ ରାସ୍ତାରୁ ଗଛ କାଡ଼ିବା ସହ ଲୁକଙ୍କୁ ବୁଝାସୁଝା କରି ଫେରିଛନ୍ତି ଏକ ଶାନ୍ତି କମିଟି ଆଜି ସନ୍ଧ୍ୟା ରେ ବସିବ ବୋଲି ଥାନା ପକ୍ଷ ରୁ ଜଣା ପଡିଛି ।