ଅଧ୍ୟକ୍ଷା ଙ୍କୁ ଦାବିପତ୍ର ଦେଲେ ବିଶ୍ବବିଦ୍ୟାଳୟର ଅନ୍ତେବାସୀ

ଦକ୍ଷିଣ ଓଡିଶାର ପ୍ରମୁଖ ଶିକ୍ଷାକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସବୁବେଳେ ଚର୍ଚ୍ଚାରେ ରହିଆସୁଛି କେତେବେଳ ଛାତ୍ରୀ ନିବାସର ଛାତଭୂଷୁଡିବା ହେଉ ଅବା ଆଉ କେତେବେଳେ ଦୁର୍ନୀତିକୁ ନେଇ ଆଉ ଏବେ ମୁଖ୍ୟସମସ୍ୟା ହୋଇଛି ବିଶ୍ବବିଦ୍ୟାଳୟର ପରିସରରେ ଥିବା ଛାତ୍ରାବାସରେ ଅନ୍ତେବାସୀ ମାନେ ଅସ୍ବାସ୍ଥ୍ୟକର ପରିବେଶରେ ରହିବା ସହ ଏଥି ପ୍ରତି ବିଶ୍ବାବିଦ୍ୟାଳୟର କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଅନ୍ତେବାସୀ । ସେମାନେ କହିଛନ୍ତି ପିଇବା ପାଣି ଠାରୁ ଆରମ୍ଭ କରି ଅନେକ ପ୍ରକାର ମୌଳିକ ସୁବିଧାଠାରୁ ବଞ୍ଚିତ ହେଉଛନ୍ତି । ଏହାରସ୍ଥାୟୀ ସମାଧାନ ପାଇଁ ଛାତ୍ରମାନେ ଶନିବାର ପିଜି କାଉନସିଲ ଅଧ୍ୟକ୍ଷା ଙ୍କୁ ଭେଟିବା ସହ ସମସ୍ୟାର ସମାଧାନ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ