ଅଧ ରହିଗଲା ଯାତ୍ରୀ ବିଶ୍ରାମଗାର , ଯାତ୍ରୀ ମାନେ ଉପଭୋଗ କରିବା ବାକି ରହିଲା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ ପଞ୍ଚାୟତର ଲୋକେ ପ୍ରତେକ ଦିନ ଯାତାୟତ କରନ୍ତି ବିଭିନ୍ନ ସ୍ଥାନକୁ କିଏ ନିଜ କାମ ପାଇଁ ବ୍ଲକ ଆସିଥାଏ ତ କିଏ ବାହାରକୁ ଯିବା ପାଇଁ ବସ କୁ ଅପେକ୍ଷା କରିଥାନ୍ତି ହେଲେ ଯାତ୍ରୀ ବିଶ୍ରାମଗାର ଟି ନଥିବାରୁ ଲୋକେ ରାସ୍ତା କଡରେ , ଦୁକାନ ଆଗରେ ଛିଡା ରହି ଗାଡ଼ି କୁ ଜଗିଥାନ୍ତି ସେଥି ମଧ୍ୟରେ ଦୁକାନି ଠୁ ଗାଳି ଭି ଶୁଣିବା କୁ ପଡ଼ିଥାଏ ହେଲେ ବହୁ ଅଭିଯୋଗ ପରେ ନିର୍ମାଣ ଆରମ୍ଭ କରାଗଲା ବିଶ୍ରାମାଗାର ଏହା ମଧ୍ୟ ମଡେଲ ରେ ଏହାକୁ ଅଧା ପନ୍ତରିଆ କରି ଯନ୍ତ୍ରୀ ଚୁପ ହଇଗୋଲେ ଯାହା ଫଳରେ ଲୋକେ ଖୋଲା ଆକାଶ ତଳେ ଖରା,ବର୍ଷା,ଶୀତ ବାହାରେ ଜଗୁଛନ୍ତି ଯାହା ବର୍ତ୍ତମାନ ଏହା ପାଲଟିଛି ପରିବା ଦୁକାନ ଯନ୍ତ୍ରୀ ଏଥିରେ ହେରାଫେରି କରି ଚୁପ ନାହାନ୍ତି ତ ତା ଏବେ ଅଞ୍ଚଳରେ ଚର୍ଚା ଚାଲିଛି ଏବିଷୟରେ ଯନ୍ତ୍ରୀ ହରେକୃଷ୍ଣ ସାହୁ ଙ୍କ ମତାମତ ମିଳିନି ତେବେ କେବେ ଏହା ପୁରା ହେବ ଆଉ ଯାତ୍ରୀ ମାନେ ଉପଭୋଗ କରିବେ ତା ଦେଖିବା କୁ ବାକି ରହିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ