ଅସୁସ୍ଥ ହେଲେ ତାରା

ଭୁବନେଶ୍ୱର : ଅସୁସ୍ଥ ହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରିବା ବେଳେ ଅସୁସ୍ଥ ହୋଇଯାଇଥିଲେ। ସହଯୋଗୀମାନେ ବିଧାୟକ ତାରା ବାହିନୀପତିଙ୍କୁ ଉଠାଇଥିଲେ। ପୂର୍ବରୁ ତାରା ବାହିନୀ ପତି କରୋନାରେ ପୀଡ଼ିତ ହୋଇ ସୁସ୍ଥ ହୋଇଥିଲେ । କରେନା ସଂକ୍ରମିତ ହୋଇ ସେ ପ୍ରଥମେ ଭୁବନେଶ୍ୱରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। କିନ୍ତୁ ମଧୁମେହ ଓ କରୋନା ପରବର୍ତ୍ତୀ ଜଟିଳତା ଯୋଗୁ ସେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ