ଆଉ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ଏହି କାଢ଼ା

୧. ଯଦି ଆପଣଙ୍କର କେଶ ଝଡ଼ିବା ସମସ୍ୟା ରହିଛି, ତା’ହେଲେ ଏହି କାଢ଼ାକୁ ୩୦ ମିନିଟ୍ ପର‌୍ୟ୍ୟନ୍ତ ମୁଣ୍ଡରେ ଲଗାନ୍ତୁ । ଏହିପରି ଭାବରେ ୨୧ ଦିନ ଲଗାନ୍ତୁ । ଦେଖିବେ କେଶ ଝଡ଼ିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ।
୨. ଡେଙ୍ଗୁ, ମ୍ୟାଲେରିଆ ପରି ଜ୍ୱର ଓ ଚିକେନ୍‌ଗୁନିଆ ରୋଗକୁ ଭଲ କରିବା ପାଇଁ ଗଙ୍ଗଶିଉଳି କାଢ଼ା ଲାଭଦାୟକ ।
୩. ଛୋଟ ଛୁଆଙ୍କର କୃମି ସମସ୍ୟା ଥିଲେ, ସକାଳେ, ଦିପହର ଓ ସନ୍ଧ୍ୟାରେ ସେମାନଙ୍କୁ ଗୋଟିଏ ଚାମଚ ଲେଖାଏ କାଢ଼ା ଦିଅନ୍ତୁ । ଏହା ଦ୍ୱାରା ଛୁଆଙ୍କ ପେଟରୁ କୃମି ସଫା ହୋଇଯିବ । ଛୁଆଙ୍କୁ କେବଳ ତିନି ଦିନ ପର‌୍ୟ୍ୟନ୍ତ ଏହି କାଢ଼ା ପିଇବାକୁ ଦିଅନ୍ତୁ ।
୪. ଗଙ୍ଗଶିଉଳି ପତ୍ର ଓ ଫୁଲରେ ପ୍ରସ୍ତୁତ କାଢ଼ାକୁ ଖାଦ୍ୟ ଖାଇବାର ୩୦ ରୁ ୩୫ ମିନିଟ୍ ପୂର୍ବରୁ ପିଅନ୍ତୁ । ଏପରି ନକଲେ ଆପଣଙ୍କର ପାଚନଜନିତ ସମସ୍ୟା ଭଲ ହେବ ନାହିଁ । ମନେ ରଖନ୍ତୁ, ଏହି ସମସ୍ତ ଆୟୁର୍ବେଦିକ ଚିକିତ୍ସା ଅନୁସରଣ କରିବା ପୂର୍ବରୁ ଆୟୁର୍ବେଦିକ ଡାକ୍ତରଙ୍କ ସହିତ ଅବଶ୍ୟ ପରାମର୍ଶ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ