ଆମୀର କରିବେ ନୂଆ ରେକର୍ଡ: ଆଗାମୀ ଫିଲ୍ମ ପାଇଁ ଭାରତର ୧୦୦ ସ୍ଥାନରେ କରିବେ ଶୁଟିଂ

ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ମାର୍କେଟିଂ ଗୁରୁ କୁହାଯାଉଥିବା ଆମୀର ଖାନ୍ ତାଙ୍କର ଆଗାମୀ ଫିଲ୍ମ “ଲାଲ ସିଂହ ଚଡ୍ଢ଼ା’ ର ପ୍ରଚାର ପାଇଁ ସମଗ୍ର ଭାରତର ଚକ୍କର କାଟିବେ । ଆଜ୍ଞା ହଁ, ନିକଟରେ ପଞ୍ଜାବରେ ଶୁଟିଂ ଶେଷ କରିଥିବା ଆମୀର ଫିଲ୍ମର ଅନ୍ୟ ଭାଗର ଶୁଟିଂ ପାଇଁ ଭାରତର ୧୦୦ଟି ସ୍ଥାନ ଭ୍ରମଣ କରିବେ ବାଲି ଜଣାପଡ଼ିଛି । ଏଥିପାଇଁ ସେ ନିଜ ଟିମ୍ ସହ ବିଭିନ୍ନ ସ୍ଥାନ ଭ୍ରମଣ କରିବେ । ଆଗାମୀ କିଛି ଦିନ ମଧ୍ୟରେ ଏହି ସମସ୍ତ ସ୍ଥାନଗୁଡ଼ିକ ଫାଇନାଲ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ଶୁଟିଂ ଶେଷ ହେବ ବୋଲି ଦିନ ଧାର‌୍ୟ୍ୟ କରାଯାଇଛି । ଆମୀରଙ୍କ ଏହି ଫିଲ୍ମ ୧୯୯୪ରେ ମୁକ୍ତିଲାଭ କରିଥିବା ହଲିଉଡ୍ ସିନେମା “ଫରେଷ୍ଟ ଗମ୍ପର’ର ହିନ୍ଦୀ ରିମେକ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ