ଆରପାରିରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୋପାଳ-ମଧ୍ୟପ୍ରେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କୌଳସ ଚନ୍ଦ୍ର ଯୋଶୀ ୯୦ ବର୍ଷ ବୟସରେ ମୃତ୍ୟ ବରଣ କରିଛନ୍ତି ।ସେ ମଧ୍ୟପ୍ରଦେଶର ନବମ ମୁଖ୍ୟମନ୍ତ୍ରୀ ଭାବେ ୧୯୭୭ ରୁ ୧୭୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ