ଏକାନ୍ତ ଆଶ୍ରମ ରେ ପବିତ୍ର ଇନ୍ଦ୍ରୋତ୍ସବ ପୁର୍ଣିମା ଓ ଭାଗବତ ଜନ୍ମ ପାଳନ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଏକାନ୍ତ ଆଶ୍ରମ ପରିସର ରେ ପବିତ୍ର ଇନ୍ଦ୍ରୋତ୍ସବ ପୂର୍ଣ୍ଣିମା ଏବଂ ଶ୍ରୀମଦ୍ ଭାଗବତ ଜନ୍ମ ତିଥି ଅବସରରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଭକ୍ତ କବି ଜଗନ୍ନାଥ ଦାସ ଙ୍କ ରଚିତ ନବାକ୍ଷରୀ ଓଡ଼ିଆରେ ଅନୁବାଦିତ ପବିତ୍ର ଶ୍ରୀମଦ୍ ଭାଗବତ ପାଠ କରା ଯାଇଥିଲା। ମୂଖ୍ୟ କର୍ତ୍ତା ଭାବେ ଆଶ୍ରମ ର ସାଧାରଣ ସମ୍ପାଦକ ଡକ୍ଟର କେଦାରନାଥ ସାହୁଙ୍କ ସଂଯୋଜନା ରେ ମହର୍ଷି ମାୟାଧର ଦାସ ଙ୍କ ପ୍ରମୁଖ ଭକ୍ତ ସଭାପତି ଲକ୍ଷ୍ମୀଧର ନାୟକ, ଆଇ ଆର୍ ଏସ ଚନ୍ଦ୍ରକାନ୍ତ ଦଲାଇ, ପ୍ରଫେସର ଗୋପୀନାଥ କର,କାହ୍ନୁ ଚରଣ ବେହେରା ସମାଜସେବୀ ସନାତନ ପାତ୍ର,ନୟନା ରାଉତ, ଆଲୋକ ରଂଜନ ସାହୁ , ପଣ୍ଡିତ ରଶ୍ମିରଞ୍ଜନ ବାନାର୍ଜୀ, ମହେନ୍ଦ୍ର ସାହୁ ପ୍ରମୁଖ ଭକ୍ତ ମାନେ ଯୋଗ ଦେଇ ଏହି ଧର୍ମ ଉତ୍ସବ ପାଳନ କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ