ଏଚ୍ଆରପିସି ଅଧ୍ୟକ୍ଷ ହେଲେ ବି.ପି ଦାସ

ଅବସରପ୍ରାପ୍ତ ବରିଷ୍ଠ ବିଚାରପତି ଜଷ୍ଟିସ୍ ବି.ପି ଦାସ ଙ୍କୁ ରାଜ୍ୟମାନବାଧିକାର କମିଶନଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର । ଅନ୍ୟପଟେ ଏହି ପ୍ରକ୍ରିୟାଉପରେ ମୋହର ମାରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାସହିତ ଅସିମ ଅମିତାଭ୍ ଦାସ ଙ୍କୁ କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ମିଳିଛି ।ସୂଚନାଅନୁସାରେ ଦିର୍ଘ ୭ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ