ଦୀର୍ଘଦିନ ପରେ କମିଲା ପେଟ୍ରୋଲ ଦର

ଦୀର୍ଘ ଦିନ ପରେ ଖାଉଟି ଙ୍କୁ ମିଳିଛି ଆଶ୍ୱସ୍ତି । ପେଟ୍ରୋଲ ଓ ଡିଜେଲ ଦର କମିଛି । ଆଜି ପେଟ୍ରୋଲ ଲିଟର ପିଛା ୧୯ ରୁ ୨୦ ପଇସା ଓ ଡିଜେଲ ଦର ୨୪ ରୁ ୨୬ ପଇସା କମିଛି । ଗତକାଲି ପେଟ୍ରୋଲ ଦର ୧୬ ରୁ ୧୮ପଇସା ହ୍ରାସ ପାଇଥିଲା ବେଳେ ଡିଜେଲ ଦର ୧୬ ରୁ ୧୭ ପଇସା କମିଛି ବୋଲି ଇଣ୍ଡିଆନ ଓଏଲ ବରିଷ୍ଠ ଅଧିକାରୀ ମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ