ରାଜ୍ୟ ଏମସ ସାଟେଲାଇଟ୍ ସେଂଟର ପାଇଁ ରାଜ୍ୟ ସରକାର ଦେବେ ୨୫ ଏକର ଜମି 07/03/2021 YWPSENU9 0 Comments ଭୁବନେଶ୍ୱର (ୱାଇଏନ୍ଏସ୍): ବାଲେଶ୍ୱର ଜିଲ୍ଲାର ରେମୁଣା ତହସିଲ ଅନ୍ତର୍ଗମ ସମଲପୁର ଓ ବାମପଦା ଗ୍ରାମର ୨୫ ଏକର ଜମିକୁ ଏମସ୍ ର ସାଟେଲାଇଟ୍ ସେଂଟର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିନା ଦେୟରେ ହସ୍ତାନ୍ତର କରିବାକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି ନିଆଯାଇଛି । Spread the love