ଏସିଡିଟିର କାରଣ ଚକୋଲେଟ୍

ଏବେ ଏସିଡିଟି ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଏଥିପାଇଁ ମୁଖ୍ୟତଃ ଆମର ଖାଦ୍ୟଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଯେଉଁମାନେ ଖାଦ୍ୟରେ ଖଟାଫଳ, ଆଲକୋହଲ, କଫି, ମସଲାଯୁକ୍ତ ଖାଦ୍ୟ, ଚର୍ବି ଜାତୀୟ ଖାଦ୍ୟ ଓ ଚକୋଲେଟ୍ ଅଧିକ ପରିମାଣରେ ଖାଇଥାଆନ୍ତି ସେମାନଙ୍କ ନିକଟରେ ଏସିଟିଡିର ପରିମାଣ ଅଧିକ ଦେଖାଯାଇଥାଏ । ବିଶେଷ କରି ଚକୋଲେଟର ସ୍ୱାଦ ସମସ୍ତଙ୍କୁ ବେଶ୍ ପସନ୍ଦ ଥାଏ । ହେଲେ ଏହାକୁ ଅଧିକ ପରିମାଣରେ ଖାଇଲେ କ୍ଷତିକାରକ । ଚକୋଲେଟ୍‌ରେ କୋକେନ୍ ଓ ଥିଓବ୍ରୋମାଇନ ରହିଥିବାରୁ ଏହା ଏସିଡିଟି କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ