ଓଏମପି ଛକରେ ଚୋରି ବସ ଦୁର୍ଘଟଣା ଗ୍ରସ୍ତ
କଟକ,(ଦୀପକ୍ କୁମାର ବେଉରା); ରାଜଧାନିରୁ ବସ୍ ଚୋରି କଟକରେ ରେ କାବୁ । ଏଭଳି ଘଟଣା ଘଟିଛି କଟକ ଓ ଏମ୍ ପି ଛକ ରେ । ଆର୍ୟନ୍ ନାମକ ବସ୍ ର ଡ୍ରାଇଭର ଓ ହେଲପର ଗାଡ଼ି ଛାଡ଼ି ଖାଇବାକୁ ଯାଇଥିବା ବେଳେ । ଜଣେ ଦୂର୍ବୁତର ବସ୍ ରେ ଛାଡି ଡ୍ରାଇଭିଂ ଭୁବନେଶ୍ୱର ରୁ ପାର ହୋଇଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସ କୁ ଖବର ମିଳିବା ପରେ ଭୁବନେଶ୍ୱର ପି ସି ଆର୍ ଭ୍ୟାନ ପିଛା କରିବା ପରେ କଟକ ଟ୍ରାଫିକ ଓ ପୋଲିସ ସାହାଯ୍ୟ ରେ ବସ୍ କୁ ଅଟକାଇବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା । ଓ ଏମ୍ ପି ନିକଟରେ ବସ୍ ଚଳାଉଥିବା ଦୁର୍ବୃତ୍ତ ଭରସ୍ୟମ ହରାଇ ଏକ ଟ୍ରକ୍ ର ପଛ ପଟ କୁ ପିଟି ଦେଇଥିଲା । ଗାଡ଼ି ଚଳାଉଥିବା ବ୍ୟକ୍ତି କୁ କାବୁ କରିଛି ପୋଲିସ ।


