ଓଡିଶା ଭବନ ସ୍ପେଶାଲ ରେସିଡେନ୍ସିଆଲ କମିଶନର ହେଲେ ରବି କାନ୍ତ

ଭୁୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ୧୯୯୮ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଶ୍ରୀ ରବି କାନ୍ତଙ୍କୁ ନୂଆ ଦିଲ୍ଲୀ ସ୍ଥିତ ଓଡିଶା ଭବନର ସ୍ପେଶାଲ ରେସିଡେନ୍ସିଆଲ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ବର୍ତମାନ ସେ ନୂଆଦିଲ୍ଲୀର ସିଆରସି ର ଓଏସଡି ଦାୟିତ୍ୱରେ ଅଛନ୍ତି । ଏନେଇ ଶନିବାର ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ