କଟକ ପାରାଦ୍ୱୀପ ରାସ୍ତାରେ ଗାଡି ଚାଳକ ଙ୍କ ଉତ୍ପାତ ୫ଦିନରେ ୫ଗୁରୁତର

ତିର୍ତୋଲ, (ଅଭିଷେକ ତ୍ରିପାଠୀ ):ରାଜ୍ୟ ସରକାର ୨୦୧୦ମସିହାରେ ରାଜ୍ୟ ଉନ୍ନୟନ ବୋର୍ଡ଼ ପକ୍ଷ୍ୟରୁ କଟକ ପାରାଦ୍ୱୀପ ରାସ୍ତା ପାଇଁ ପ୍ରଚୁର ପରିମାଣରେ ଅର୍ଥ ବେୟ ବରାଦ କରିଥିଲେ. କିଏ ଜାଣିଥିଲା ସେହି ରାସ୍ତା ଦିନେ ଲୋକମାନଙ୍କ ଜୀବନ ନେବ ଘଟଣା କ୍ରମରେ ପ୍ରତିବର୍ଷ ଶହଶହ ଲୋକଙ୍କ ପ୍ରାଣ ହାନୀ ଘଟୁଥିବା ବେଳେ ସବୁଜାଣିଶୁଣି ଜିଲ୍ଲା ପ୍ରଶାସନ ଚୁପ କାହଁ ରହୁଛି.ଜ୍ଝଗତ ପାଞ୍ଚ ଦିନ ଧରି ଲଗାତାର ଭାବରେ ଘଟି ଚାଲିଛି ସଡକ ଦୁର୍ଘଟଣା କ୍ଷ ଗତକାଲି କଟକ – ପାରାଦ୍ୱୀପ ରାସ୍ତାର କୋଟକଣକ୍ଷ ନିକଟରେ ଏକ ଅଜଣା ହାଇୱକ୍ଷ ଧକାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ଝଉଈ ମେଡିକାଲ ରେ ଚିକିତ୍ସା ଚାଲିଥବା ବେଳେ ଯୁବକ ଜଣକ ହେଲେ ଯୁଗଳ କୁମାର ରାଉତ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ, ସେ ନିଜର ହୋଣ୍ଡା ଆକ୍ଟିଭା (OD 05 AE 8514) କୁ ନେଇ ନିଜର କର୍ମ କ୍ଷେତ୍ର ପାରାଦୀପ କୁ ଯିବା ବେଳେ ଏକ ହାଇୱକ୍ଷ ତାଙ୍କୁ ଧକ୍କା ଦେଇଥିଲା କ୍ଷ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ତାଙ୍କୁ ମେଡିକାଲ କୁ ନିଆଯାଇଥିଲା କ୍ଷ ଏହାର ଠିକ ୨ ଦିନ ପୂର୍ବରୁ ଘଟିଥିଲା ଆଉ ଏକ ଦୁର୍ଘଟଣା, ପୁରୀ ରୁ ବାଇକ ଯୋଗେ ପାରାଦ୍ୱୀପ ଆସୁଥିବା ବାପ ମା ଓ ଝିଅ ଙ୍କୁ ଏକ ଅଜଣା କାର ଧକା ଦେଇ ପଳାଇଥିଲା, ସେହି ବାଟ ଦେଇ ଆସୁଥିବା ୩ ସମାଜସେବୀ ଶ୍ରୀକାନ୍ତ ପରିଡା, ଅଶ୍ୱିନୀ ସ୍ୱାଇଁ ଓ ସାଫି ଆଯାମ ନିଜର ମାନବିକତା ଦେଖାଇ ସେମାନଙ୍କୁ ଗୁରୁତର ଭାବରେ ଉଦ୍ଧାର କରି ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ, ତାହା ମଧ୍ୟରେ ତରଜଙ୍ଗକ୍ଷ ପଂଚାୟତ ର ଏକ ଯୁବକ ମଧ୍ୟ ତେରତକ୍ଷଙ୍ଗ ଗଡା ନିକଟରେ ଏକ ଅଜଣା ହାଇ ୱକ୍ଷ ଧକକ୍ଷରେ ଗୁରୁତର ଆହତ ହୋଇଛନ୍ତି କ୍ଷ ତେବେ ଏଠି ପ୍ରଶ୍ନ ଉଠୁଛି ସରକାର,ଇଣ୍ଟେରସେପ୍ଟେର, ବ୍ୟବସ୍ଥା ଓ ପୋଲିସ ପ୍ରଶାସନ ଚୁପ କଣ ପାଇଁ କଣ ପାଇଁ ଦ୍ରୁତ ବେଗରେ ଯାଉଥିବା ଭାରୀଯାନ ଉପରେ କେବେ ଅଙ୍କୁଶ ଲଗାଇବ ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକିରହିଲା ଜ୍ଝ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ