କଳାହାଣ୍ଡି ବନ୍ଦ, କୋଶଳ ପ୍ରଦେଶ ଦାବୀ ରେ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବୀ ରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ।କଳାହାଣ୍ଡି ରେ ବି ବନ୍ଦ ର ପ୍ରଭାବ ଦେଖାଦେଇଛି।ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।ଭବାନୀପାଟଣା ନକଟିଗୁଡା, ଘୋଡ଼ାଘାଟ ଛ କ ଓ କଲେଜ ଛକ ରେ ଆନ୍ଦୋଳନ କାରୀ ମାନେ ରାସ୍ତା ଜାମ କରି ଗାଡି ମଟର ବନ୍ଦ କରିଛନ୍ତି।କେସିଙ୍ଗା ରେ ବି ବନ୍ଦ ପ୍ରଭାବ ଫଳରେ ସବୁ ଦୋକାନ ବଜାର ,ଗାଡି ମଟର ବନ୍ଦ ରହିଛି।ବନ୍ଦ ଯୋଗୁଁ ଯାତ୍ରୀ ମାନେ ହଇରାଣ ହରକତ ହେବାର ଦେଖାଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ