କାର୍ତିକ ପୁର୍ଣ୍ଣିମା ଅବସରରେ ହନୁମାନ ମନ୍ଦିରରେ ଚାଳିଶା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା ଅବସରରେ ବ୍ରହ୍ମପୁରସ୍ଥିତ ବାବାଜିତୋଟା ସାହି ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ମାରୁତି ସତସଙ୍ଗ ଭକ୍ତମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହଦେବ ପାତ୍ର , ଦଣ୍ଡପାଣୀ ବେହେରା , ବୃନ୍ଦାବନ ବେହେରା , ଶ୍ରୀନିବାସ ସାହୁ , ଇଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


