କାଳବୈଶାଖି ପ୍ରଭାବରେ ୨ ଘର ଉପରେ ଗଛ ଉପୁଡି ପଡିଲା

କୋରାପୁଟ, (ଯୁଗାବ୍ଦ ନ୍ୟୁଜ୍) : କୋରାପୁଟ ଜିଲ୍ଳା ଅପରାହ୍ନ ୨ ଘଣ୍ଟା ସମୟରେ କାଳବୈଶାଖି ଓ ଘଡ ଘଡି ସହ ଝଡ ବର୍ଷା ହୋଇଥିଲା । ଏହି କାଳବୈଶାଖି ପ୍ରଭାବରେ ଏସ୍ ରଥି ନାୟକଙ୍କ ଘର ଆଜବେଷ୍ଟେସ ଉପରେ ଏକ ବିରାଟ େ ତନ୍ତୁଳି ଗଛ ପଡିଯିବାରୁ ଘର ନଷ୍ଟ ହୋଇଯାଇଛି । ଆଉ ୨ ଟି ଘରର ପରିବାର ଲୋକେ ଅଳ୍ପକେ ବର୍ତ୍ତୀଯାଇଛନ୍ତି । ଦମକଳ ବାହିନୀ ପହଞ୍ଚି ଘରେ ପଡିଥିବା ଡାଳ ଗୁଡିକୁ ବାହାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ