କାଶୀନଗର ତହସିଲଦାରଙ୍କ ଦ୍ୱାରା ପଟ୍ଟା ବଣ୍ଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର କାଶୀନଗର ତହସିଲଦାର ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଦ୍ୱାରା ଆଜି କେ.ସୀତାପୁର ଗ୍ରାମପଞ୍ଚାୟତର ହୋନାଳୀ ଗ୍ରାମ ଠାରେ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମର ୩୦ ଜଣ ଗ୍ରାମବାସୀଙ୍କୁ କାଶୀନଗର ତହସିଲଦାର ଶ୍ରୀସାହୁ ହୋନାଳୀ ଗ୍ରାମରେ ପହଞ୍ôଚ ପଟ୍ଟା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଶୀନଗର କେ.ସୀତାପୁର ପଞ୍ଚାୟତର ରାଜସ୍ୱ ନିରୀକ୍ଷକଙ୍କ ସମେତ ଅନ୍ୟନ୍ୟ ତହସିଲ କର୍ମଚାରୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ