କୁଶିଆପାଳ ସମବାୟ ସମିତି ସଭାପତି ଦାୟୀତ୍ୱ ଗ୍ରହଣ କଲେ ନାରାୟଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଡେରାବିଶ ବ୍ଲକ ଅନ୍ତର୍ଗତ କୁଶିଆପାଳ ପ୍ରାଥମିକ କୃଷି ସମବାୟ ସମିତିର ନବ ନିର୍ବାଚିତ ସଭାପତି ନାରାୟଣ ପ୍ରସାଦ ପାତ୍ର ବିଧିବଦ୍ଧ ଭାବେ ସମିତିର ସଭାପତି ଦାୟୀତ୍ୱ ଗ୍ରହଣ କରିଛନ୍ତି । ଦାୟୀତ୍ୱ ଗ୍ରହଣ ସମୟରେ ସମିତିର ସମ୍ପାଦକ ମୃତ୍ୟୁଞ୍ଜୟ ଦାସ, କୁଶିଆପାଳ ସରପଞ୍ଚ ଦୟାନିଧି ଦାସ, ସମିତିସଭ୍ୟ ସୁବାଷ ସାହୁ, ପୂର୍ବତନ ସମିତି ସଭାପତି ସରୋଜକାନ୍ତ ନାୟକ, ବିଜେଡି ଯୁଗ୍ମ ସମ୍ପାଦକ ଦିନବନ୍ଧୁ ନାୟକ, ସଂଖ୍ୟାଲଘୁ ସେଲ ସମ୍ପାଦକ ସେକ ଅବଦୁଲ୍ଲା, ଡେରାବିଶ ବ୍ଲକ ବିଜେଡି ଯୁବ ସଭାପତି ଗୋଲଖ ସାହୁ, ଗୁଆଳସିଂ ପଞ୍ଚାୟତ ସମିତିସଭ୍ୟ ନୀଳମଣି ନାଥଙ୍କ ସମେତ ସମସ୍ତ ନିର୍ବାଚିତ ନିର୍ଦେଶକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ